କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାର ରେ କାର୍ତିକସ୍ୱର ମେଳଣ ସମୟରେ ଅଘଟଣ

Share:

ନିତ୍ୟସୁନ୍ଦର ଜେନା ସ୍ୱତନ୍ତ୍ର ପ୍ରତିନିଧି

କେନ୍ଦ୍ରାପଡ଼ା :ବାଲିଆ ବଜାର ରେ କାର୍ତ୍ତିକେଶ୍ୱର ମେଳଣ ରେ ବାଣ ଫୁଟାଉଥିବା ସମୟରେ ଅଘଟଣ,ବାଣ ଫୁଟି ପ୍ରଥମେ ମୋଟ ୭ ଜଣ ଗୁରୁତ୍ୱର,ଗୁରୁତ୍ୱର ଅବସ୍ଥାରେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର,ବାଣ ଫୁଟଉ ଥିବା ସମୟ ରେ ଅସାବଧାନତା ଯୋଗୁଁ ଏଭକି ଘଟିଥିଲା,ଏକାବେଳେ ତିନୋଟି ବାଣ ସଂଯୋଗ କରିଥିଲେ. ବାଣ ରେ ଅଗ୍ନି ସଂଯୋଗ କରି ଦୁରକୁ ନଯାଇ ପାରି ଏଭଳି ଅଘଟଣ ଘଟିଛି।


Share: