ଅଭିତକ ନ୍ୟୁଜ ଚ୍ୟାନେଲର ରାଜ୍ୟ ସ୍ତରୀୟ ସାମ୍ବାଦିକ ସମିଳନି ଅନୁଷ୍ଠିତ

Share:

ଓଡିଶା ବ୍ୟୁରୋ ଚିଫ

ବରଗଡ଼ ଜିଲ୍ଲା ପାଇକମାଲ ଠାରେ 3ଦିନ ଧରି ଅଭିତକ ନିୟୁଜ ଚାନେଲ ର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ଏଥିରେ 1955 ଧାରାର ସାମ୍ବାଦିକ ଅଂଶ ଗ୍ରହଣ କରିଥିଲେ … ANC ର ସମ୍ପାଦକ ପ୍ରମୋଦ କୁମାର ମଲ୍ଲିକ ମୁଖ୍ୟ ଅତିଥି,ମୁଖ୍ୟ ଆବାହକ କାଶୀନାଥ ଦାସ ,କୋଷାଧକ୍ଷ ଜଗବନ୍ଧୁ ଲିମା .ସୁରକ୍ଷା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ମୁଖ୍ୟ ଅତିଥି ପ୍ରମୋଦ ମଲ୍ଲିକ କହିଲେ ଭାରତ ବର୍ଷରେ ଆଜି ପର୍ଯ୍ୟନ୍ତ ପତ୍ରକାର ESI କାର୍ଡ କେହି ପାଇ ନାହାନ୍ତି କେବଳ ଓଡିଶା ହିଁ ପାଇଛି …ଯୁବ ସାମ୍ବାଦିକ ବୃନ୍ଦାବନ ଦାସ ସମ୍ବିଧାନ ର ଧାରାରେ cvc journalist ହାସଲ କରିପାରିଛନ୍ତି ଅତି କମ ବୟସରେ …ତାଙ୍କୁ ସବୁ ଆଡୁ ପ୍ରଶଂସା ର ସୁଅ ଛୁଟିଛି ..


Share: