ହରୀଜନ ଲୋକଙ୍କମଶାନିଗୃହ ନିର୍ମାଣ କୁ ଶଵର୍ଣ୍ଣ ଲୋକଙ୍କ ବିରୋଧ
ଖୋର୍ଦ୍ଧାଜିଲ୍ଲା ଅଧିନସ୍ତ ବାଣପୁର ବ୍ଲକ ଅନ୍ତର୍ଗତ ଭେଟେସ୍ୱର ପଞ୍ଚାୟତ ର ଭାପୁର ହରିଜନ ଲୋକମାନଙ୍କ ମଶାଣି ଗୃହ ନିର୍ମାଣ କୁ ବିରୋଧ କରିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଗତବର୍ଷ ହରୀଜନ ସାହି ମଶାଣି ରେ ସବ ଜଳେଇବା ପାଇଁ ସରକାରୀ ଅନୁଦାନ ଆସି ଥିଲା ଏକ ସବ ଦାହା ଗୃହ ନିର୍ମାଣପାଇଁ ଆସିଥିଲା ଯେତେବେଳେ ହରୀଜନ ସାହି ଲୋକ ମାନେ ମଶାଆଣି ରେ ଘର ପାଇଁ ପୋତା ଖୋଳା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଶଵର୍ଣ୍ଣ ଲୋକ ମାନେ ଆସି ଉକ୍ତ ମଶାଆଣି ରେ ସବଦାହା ଗୃହହ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଥିଲେ କହିଥିଲେ ଏଠି ତମେ ମାନେ ଗୃହନିର୍ମାଣ କରିପରିଵ ନାହିଁ ବୋଲି କହି ଥିଲେ । ହରୀଜନ ଲୋକ ମାନେ ସେଠାରୁ ଚାଲିଆସିଥିଲେ । ଏ ସମ୍ପର୍କ ରେ ବାଣପୁର ତସିଲ ବିଡି ଓ ଓ ଜିଲ୍ଲା ପାଳଙ୍କୁ ଜଣାଥିଲେ କିନ୍ତୁ ଦୀର୍ଘ ଏକ ବର୍ଷ ବିତିଜାଇ ଥିଲେ ମଧ୍ୟ ଏହି ହରୀଜନ ସାହି ଲୋକ ମାନଙ୍କ ମଶାଣି ଗୃହ ନିର୍ମାଣ ହୋଇ ପାରୀଲା ନାହିଁ ଏବେ କିଛି ଦିନତଳେ ହରୀଜନ ସାହିର ଲୋକ ମାନେ ତସିଲ ଦାରଙ୍କୁ ଭେଟି ଥିଲେ । କିନ୍ତୁ କେବେ ଏମାନଙ୍କ ସମସ୍ୟା ଦୂର ହେ ଦେଖିବାର ରହିଲା।